ଆଜିର ଖବର କାର୍ତ୍ତିକ ହବିଶିୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ନୂଆ ଭକ୍ତ ନିବାସରେ ରହିବାକୁ ମିଳିବ ସୁଯୋଗ ପୁରୀ, ଜଗନ୍ନାଥ ଧାମରେ ନିର୍ମାଣ ଚାଲିଥିବା ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭକ୍ତ ନିବାସରେ 138ଟି ରୁମ କରାଯାଇଛି। ଯେଉଁ ଭକ୍ତମାନେ ପୁରୀ …