ଆଜିର ଖବର ସାମରିକ ଆକ୍ରମଣକୁ ‘ଅପରେସନ ସିନ୍ଦୂର” ନାମରେ ନାମିତ କରି ମୋଦିଜୀ ସିନ୍ଦୂରର ଗୁରୁତ୍ୱ ଦର୍ଶାଇଥିଲେ: ଅମିତ ଶାହ ମୁମ୍ବାଇ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ମୁମ୍ବାଇର ମାଧବବାଗରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ୧୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି।…