ଆଞ୍ଚଳିକ ଚିଲିକା ବିଧାୟକଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀ ଶ୍ରୀ ଊମାମହେଶ୍ୱର ଦେବଙ୍କ ହୁଣ୍ଡି, ଏକ ଲକ୍ଷରୁ ଉର୍ଦ୍ଧ୍ଵ ଦାନ ଅର୍ଥ ସଂଗ୍ରହ ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଶୈବପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ଗମ୍ଭୀର ହୁଣ୍ଡି ଖୋଲାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ କୁମାର…