ଅନ୍ତରାଷ୍ଟ୍ରୀୟ କମନୱେଲଥ ଗେମ୍ସରେ ୧୭୬ ପଦକ ଜିତି ଇତିହାସ ସୃଷ୍ଟି କଲା ଇଂଲଣ୍ଡ, ଭାରତର ୫ ମ ଶ୍ରେଷ୍ଠ ପ୍ରଦର୍ଶନ ବର୍ମିଂହାମ: ୨୦୨୨ କମନୱେଲଥ ଗେମ୍ସ ବର୍ମିଂହାମରେ ସମାପ୍ତ ହୋଇଛି। ୭୨ ଟି ଦେଶର ୫୦୦୦ ରୁ ଅଧିକ ଖେଳାଳି ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଥିଲେ। ଏଥିରେ…