ଆଜିର ଖବର 100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍ଗୁଡ଼ିକୁ ଦିଆଯିବ ସିଲ୍ ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀ ଦ୍ୱାରକାସ୍ଥିତ ଯଶୋଭୂମି ଇଣ୍ଡିଆ ଇଣ୍ଟରନେସନାଲ କନଭେନ୍ସନ ଏକ୍ସପୋ ସେଣ୍ଟର୍ ଠାରେ 70ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କରାଯିବ।…