ଆଜିର ଖବର ବିଶ୍ଵକପ-୨୦୨୩: ନେଦରଲ୍ୟାଣ୍ଡ ସମ୍ମୁଖରେ ଭାରତର ବିଶାଳ ସ୍କୋର, ଶ୍ରେୟସ, ରାହୁଲଙ୍କ ଶତକୀୟ ପାଳି ଭୁବନେଶ୍ବର: ବିଶ୍ଵକପ-୨୦୨୩ ର ଅନ୍ତିମ ଲିଗ ମ୍ୟାଚ ଆଜି ଭାରତ-ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪୧୦ ରନ ବିଶାଳ…