ଆଜିର ଖବର ପୋଖରିରେ ବିଷ ପକେଇ ମାଛ ମାରିଥିବା ଅଭିଯୋଗ: ଥାନାରେ ଏତଲା ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବାପିନୀ ସ୍ଵାଇଁ ବାରିଆହେତା ଗ୍ରାମ ନିକଟରେ ଥିବା ନିଜ ଜମିରେ ଏକ…