ଆଜିର ଖବର ଓଢ଼ଣ ଷଷ୍ଠୀରେ ଘୋଡ଼ଲାଗି ହେଲେ ମା’ ଭଗବତୀ ବାଣପୁର: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଓଢ଼ଣ ଷଷ୍ଠୀ ଭାବରେ ସମଗ୍ର ଉତ୍କଳର ଦେବା ଦେବୀଙ୍କ ପୀଠରେ ପାଳନ କରାଯାଏ। ଏହିଦିନ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ୍ର ଦେବାଦେବୀମାନେ ଶୀତବସ୍ତ୍ର…