ବିଶେଷ ଖବର ସାଧାରଣ ନିର୍ବାଚନରେ ବିଜେପି ହାରିଲେ ସେୟାର ବଜାର ୨୫% ହ୍ରାସ ପାଇବ! ନୂଆଦିଲ୍ଲୀ: ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ଫଳାଫଳ କ’ଣ ହେବ? କ୍ଷମତା ପରିବର୍ତ୍ତନ ହେବ କି ନାହିଁ? ସ୍ଥିର ସରକାର ଆସିବ କି ନାହିଁ…