ଜାତୀୟ ଖବର ନୂଆ ରେକର୍ଡ କଲା NSE, ୨୩ କୋଟି ନିବେଶକ ଆକାଉଣ୍ଟ ଅତିକ୍ରମ, ୩ ମାସ ମଧ୍ୟରେ ୧ କୋଟି ନୂଆ ନିବେଶକ The Samikhsya Desk: ଚଳିତ ବର୍ଷ ଏପ୍ରିଲରେ ୨୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିବାର ପ୍ରାୟ ତିନି ମାସ ପରେ ଭାରତୀୟ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ (NSE)ରେ…