ଆଜିର ଖବର ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାର୍ରେ ୪୦% ଅଂଶ ଅଧିଗ୍ରହଣ କରିବ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍ ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ୍) ଏସଡବ୍ଲୁଏସଏଲ୍ରେ ୪୦% ଅଂଶ ପୋଷ୍ଟ-ମନି ଅଧିଗ୍ରହଣ କରିବାକୁ…