ବ୍ୟବସାୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ୫ ଦିନରେ ସଂଗ୍ରହ କଲା ୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଗତକାଲି କଟକର ୮ଟି କଲେଜ ଏବଂ ୨ଟି ସ୍କୁଲରେ ପହଁଚି ୭୨ଟି ଆଇଡିଆ ସଂଗ୍ରହ କରିଛନ୍ତି,…