ଆଜିର ଖବର ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ମ୍ୟାଚ୍ ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ୨୦୨୨ରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତୀୟ ଦଳ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା…