ଆଜିର ଖବର ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବିବା ଭୁଲ୍, ସତର୍କ ରହିବା ଜରୁରୀ: ଜିଲ୍ଲାପାଳ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କୋଭିଡ଼୍ ପରିଚାଳନାଗତ ବିସ୍ତୃତ ଆଲୋଚନା ହୋଇଥିଲା।…