ଅନ୍ତରାଷ୍ଟ୍ରୀୟ ଓମିକ୍ରନ ବିପଦ ମଧ୍ୟରେ ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ ‘ଆଇଏଚୟୁ’: ସଂକ୍ରମିତ ହେଲେଣି ୧୨ ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଦଳୁଥିବା ପ୍ରକୃତି ମଧ୍ୟରେ କରୋନାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଆଇଏଚୟୁ ନାମକ ଆଉ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ…