ଅପରାଧ ଦଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ହେଲେ ଗିରଫ ଅନୁଗୁଳ, ଆଜି କଟକ ଭିଜିଲାନସ ଡିଭିଜନ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଫିସର ବା ପିଇଓ ଙ୍କୁ ଲାଞ୍ଚନେଲା ବେଳେ ଧରିଛନ୍ତି। ସେ ପଞ୍ଚାୟତ ଅଫିସ ଭିତରେ ଜଣଙ୍କର…