ଜାତୀୟ ଖବର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର: ସଂପୂର୍ଣ୍ଣ ୫ ଘଣ୍ଟା ପାଇଁ ବନ୍ଦ ରହିବ SBI ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ନୂଆଦିଲ୍ଲୀ: ଆସନ୍ତାକାଲି ରାତିରେ ଏସବିଆଇ ବ୍ୟାଙ୍କର ଅନଲାଇନ୍ ସେବା ବନ୍ଦ ଥିବାରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଅଛି। ଶନିବାର-ରବିବାର ରାତି ୧୧.୩୦ ରୁ ସକାଳ…