ଆଜିର ଖବର ସରକାରୀ ସ୍କୁଲ ବନ୍ଦ କରି ଓଡ଼ିଶା ସରକାର ସଂବିଧାନର ୨୧(କ) ଉଲ୍ଲଂଘନ କରୁଛନ୍ତି: ଚନ୍ଦ୍ରଶେଖର ନାଇଡ଼ୁ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶିକ୍ଷା ଅଧିକାର ଆଇନ ଭାରତ ସଂସଦର ଏକ ନିୟମ ଯେଉଁଥିରେ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ…