ଆଜିର ଖବର ସଂସଦରେ ଖଣି ଓ ଖଣିଜ ସଂଶୋଧନ ବିଲ୍, ୨୦୨୩ ଗୃହୀତ ନୂଆଦିଲ୍ଲୀ: ରାଜ୍ୟ ସଭାରେ ବୁଧବାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୩ ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିଲା। ଏଥି…