ଆଜିର ଖବର ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ହୋ-ହାଲ୍ଲା: ଅସନ୍ତୋଷ ବ୍ୟକ୍ତ କଲେ ବାଚଷ୍ପତି ଓମ ବିର୍ଲା ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହ, ଲୋକସଭା ଏବଂ ରାଜ୍ୟସଭାରେ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଥିଲା। ସେଥିପାଇଁ ଉଭୟ ଗୃହକୁ ବାଚସ୍ପତି…