ଆଜିର ଖବର ସଂସଦ ଅଧିବେଶନ ପୂର୍ବରୁ ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚୀନ ମାମଲାର ସୂଚନା ଦେଲେ ରାଜନାଥ ସିଂହ ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ସଂସଦ ଅଧିବେଶନ ଆରମ୍ଭ ହେବ ପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ କଂଗ୍ରେସର…