ଜୀବନ ଶୈଳୀ ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍-ଇନ୍-ରିଲେସନ୍ସିପ୍ ଭୁବନେଶ୍ବର: ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ଆଜିର ଯୁବ ସମାଜ ବେଶ୍ ସକାରାତ୍ମକ। ରାଇଟ୍ ଟୁ ଲାଇଫ୍ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍ ସହ ବଞ୍ଚିବାରେ ମସ୍ଗୁଲ୍। ତେବେ…