ଆଜିର ଖବର ପ୍ରଧାନ ଆଚାର୍ଯ୍ୟଙ୍କ ବିନା ପାରିଶ୍ରମିକରେ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ସମନ୍ୱୟ ସମିତି ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟ ବିବେଚିତ ୪୧ ସଂସ୍କୃତ ବିଦ୍ୟାଳୟ ବର୍ଗର ପ୍ରଧାନ ଆଚାର୍ଯ୍ୟ ବିନା…