ଆଜିର ଖବର ସୁନ୍ଦରଗଡ: କରୋନା ଆକ୍ରାନ୍ତ ହେଲେ ୫୬ ସ୍କୁଲ ଛାତ୍ରୀ ସୁନ୍ଦରଗଡ: ଆଜି ସୁନ୍ଦରଗଡର ଏକ ସ୍କୁଲରେ କରୋନା ସଂକ୍ରମଣ ହୋଇଥିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅଭିଭାବକମାନେ ପିଲାମାଙ୍କୁ…