ଆଜିର ଖବର ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଜଗା ମୋ ଜଗତଜିତା” ର ସଙ୍ଗୀତ ଲୋକାର୍ପଣ ଭୁବନେଶ୍ଵର: ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକ ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର…