ଅପରାଧ ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ ନୟାଗଡ଼/ଚାନ୍ଦପୁର: ଜୁଆ ଖେଳନ୍ତୁ ନାହିଁ କି କାହାକୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଜୁଆ ଖେଳ ଦ୍ୱାରା ପରିବାର ସର୍ବସ୍ୱାନ୍ତ ହୋଇଯାଏ। ଯଦି କିଏ ଜୁଆ…