ଆଜିର ଖବର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ: ରେଳ ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ସଚ୍ଚୋଟତା ଶପଥ ଗ୍ରହଣ ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଦେଶବ୍ୟାପୀ ସତର୍କତା ସଚେତନତା ସପ୍ତାହ ସହିତ ରେଳ ମନ୍ତ୍ରଣାଳୟ ରେଳ ବୋର୍ଡରେ ସତର୍କତା ସଚେତନତା ସପ୍ତାହ ୨୦୨୫…