ଆଜିର ଖବର ସଟ୍ ଖେଳିବାରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଠାରୁ କେଏଲ ରାହୁଲ ସର୍ବୋତ୍ତମ: ଗୌତମ ଗମ୍ଭୀର ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟିଂ ସମ୍ପର୍କରେ ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗମ୍ଭୀର କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଅଧିନାୟକ…