ଆଜିର ଖବର ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ସ୍ତର ସହ ସମାନ ହେବ: ନୀତିନ ଗଡକରୀ ନୂଆଦିଲ୍ଲୀ: ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ସ୍ତର ସହ ସମାନ ହେବ। FICCI ର ୯୫ ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି…