ଅନ୍ତରାଷ୍ଟ୍ରୀୟ କେନ୍ଦ୍ରର ସତର୍କ ସୂଚନା ଜାରି: ପାକିସ୍ତାନରୁ ସୋସିଆଲ ମିଡିଆରେ କରାଯାଉଛି ଗୁଜବ ପ୍ରଚାର ନୂଆଦିଲ୍ଲୀ: ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ ଚାଲିଛି। ତାଙ୍କୁ ପଳାତକ ଘୋଷିତ କରାଯାଇଛି। ପୁରା ପଞ୍ଜାବରେ ପୋଲିସ ପ୍ରଶାସନକୁ…