ଆଜିର ଖବର ହୃଦଘାତରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ସତୀଶ କୌଶିକ୍, ସୂଚନା ଦେଲେ ଅନୁପମ ଖେର ମୁମ୍ବାଇ: ବଲିଉଡ ପାଇଁ ଏକ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଅଭିନେତା ସତୀଶ କୌଶିକ୍ ଙ୍କ ପରଲୋକ ହୋଇଯାଇଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ…