Categories
ଆଜିର ଖବର ଜାତୀୟ ଖବର ସିନେମା

ହୃଦଘାତରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ସତୀଶ କୌଶିକ୍, ସୂଚନା ଦେଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ ପାଇଁ ଏକ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଅଭିନେତା ସତୀଶ କୌଶିକ୍ ଙ୍କ ପରଲୋକ ହୋଇଯାଇଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ସତୀଶ କୌଶିକ ଅନୁପମ ଖେରଙ୍କ ଜଣେ ଘନିଷ୍ଠ ବନ୍ଧୁ, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅନୁପମ ଏହି ବିଷୟରେ ସୂଚନା ଦେଇଛନ୍ତି।

ସେ ସତୀଶ କୌଶିକ୍ ଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ମୁଁ ଜାଣେ “ମୃତ୍ୟୁ ହେଉଛି ଏହି ଦୁନିଆର ଚରମ ସତ୍ୟ!