ଜାତୀୟ ଖବର ଏକ ଭାରତ ଶ୍ରେଷ୍ଠ ଭାରତ: ଏକତାର ପ୍ରତୀକ ଭାରତୀୟ ଚଳଚ୍ଚିତ୍ର ଅଶ୍ୱିନୀ ବୈଷ୍ଣବ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ଉକ୍ତିରେ, ‘‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ’’। ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି…