ଆଜିର ଖବର ଏଥର ସଂସ୍କୃତି ଚର୍ଚ୍ଚା ସମାରୋହରେ ‘ଶ୍ରୀଜଗନ୍ନାଥ ସଂସ୍କୃତିରେ ସମାଜବାଦ’ ଉପରେ ଆଲୋଚନା ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ…