ସତ୍ୟଭାମାପୁର ଏନ୍ତୁଡ଼ିଶାଳ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଆଇନ୍‌ଜୀବୀ, ବାରିଷ୍ଟର ତଥା ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତିଡ଼ିଶାଳରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା।…