ଆଜିର ଖବର ତାମିଲନାଡୁ ସରକାର ସନାତନ ବିରୋଧୀ: ଅନୁରାଗ ଠାକୁର ନୂଆଦିଲ୍ଲୀ: ଲୋକସଭାରେ ଶୂନ୍ୟ କାଳରେ ବିଜେପି ସାଂସଦ ଅନୁରାଗ ଠାକୁର ତାମିଲନାଡୁ ସରକାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି। ସେ ରାଜ୍ୟ ସରକାର ମଦୁରାଇର ତିରୁପରନକୁନ୍ଦ୍ରମ ମନ୍ଦିରରେ…