ଜାତୀୟ ଖବର ଭାରତର ଉପକୂଳବର୍ତ୍ତୀ ସ୍ଥାନଗୁଡିକରେ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ପୁନରୁଦ୍ଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT), ଭୁବନେଶ୍ୱର ଓ ଭାରତର ଉପକୂଳବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକର ଜଳବାୟୁ ସହନଶୀଳତା ବୃଦ୍ଧି ପ୍ରକଳ୍ପ (ECRICC)ର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ସମୁଦ୍ର ଘାସ…