ରାଜ୍ୟ ଖବର ନବୀନ ନିବାସକୁ କାହିଁକି ଯାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଚାଲିଛି ଜୋରଦାର ଚର୍ଚ୍ଚା ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ ତାଙ୍କର ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ମଧ୍ୟ ସାଥୀରେ ଥିଲେ। ଉଭୟ ନୀନ…