ଆଜିର ଖବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ OSD ଙ୍କୁ ଜେରା କଲା ଭିଜିଲାନ୍ସ, ହାଇକୋର୍ଟରୁ ମିଳିଥିଲା ଜାମିନ ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ OSD ସନ୍ଦୀପ ସିନ୍ଧୁଙ୍କୁ ଲୁଧିଆନା ଭିଜିଲାନ୍ସ ଦଳ ପଚରାଉଚରା ପାଇଁ ଡକାଇଛି। ସନ୍ଦୀପ ସାନ୍ଧୁ ୬୫ ଲକ୍ଷ…