ବିଶେଷ ଖବର ରାଜ୍ୟସଭାରୁ ଅନୁମୋଦନ ଲାଭ କଲା ମହିଳା ସଂରକ୍ଷଣ ବିଲ୍, ସପକ୍ଷରେ ୨୧୫ ଭୋଟ୍, ବିରୋଧରେ ଶୂନ ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ସମସ୍ତ ଦଳ ଏହି ବିଲ୍ କୁ ସମର୍ଥନ କରିଥିଲେ। ଏହି…