ସପ୍ତଦଶ ଲୋକସଭା

ନୂଆଦିଲ୍ଲୀ: ଆଜି ୧୭ତମ ଲୋକସଭାକୁ ତତ୍କାଳ ପ୍ରଭାବ ସହିତ ଭଙ୍ଗ କରିବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି। ରାଷ୍ଟ୍ରପତି କ୍ୟାବିନେଟର ଏହି ସୁପାରିସକୁ ଗ୍ରହଣ କରିଥିଲେ…