ଆଜିର ଖବର ଜୁଲାଇ ୨୧ ରୁ ଭୁବନେଶ୍ଵରରେ ଆରମ୍ଭ ହେବ ଗର୍ଭବତୀଙ୍କ ପାଇଁ ଟୀକାକରଣ: ସପ୍ତାହରେ ଦୁଇ ଦିନ ମିଳିବ ଟୀକା ଭୁବନେଶ୍ବର: ଭୁବନେଶ୍ବରରେ ଜୁଲାଇ ୨୧ ତାରିଖରୁ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ଗର୍ଭବତୀ ମହିଳାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ସପ୍ତାହରେ ଦୁଇ…