ଆଜିର ଖବର ନୟାଗଡ ଜିଲ୍ଲାରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ ରଣପୁର: ମାର୍ଚ୍ଚ ୨୨ ତାରିଖ ଆଜି ନୟାଗଡ ଜିଲ୍ଲାର ୮୦ ଟି ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ…