ଆଜିର ଖବର ‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ, ସାରା ଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିପିଡିପି ପୋର୍ଟାଲ (https://gpdp.nic.in) ଏବଂ ପଞ୍ଚାୟତ ନିର୍ଣ୍ଣୟ ପୋର୍ଟାଲ (https://meetingonline.gov.in)…