ଆଜିର ଖବର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ସମ୍ପନ୍ନ ହୋଇଛି। ବିଭିନ୍ନ ଅଞ୍ଚଳରୁ ଶତାଧିକ ଜନଜାତି ସମୁଦାୟର ଶ୍ରଦ୍ଧାଳୁ ଏହି…