ଆଜିର ଖବର ଶୀତ ଦିନ ପାଇଁ ସୁପରଫୁଡ୍ ହେଉଛି ପାଳଙ୍ଗ, ଏହାର ଉପକାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ସବୁଜ ପତ୍ରଯୁକ୍ତ ପନିପରିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯେତେବେଳେ ସବୁଜ ପନିପରିବା କଥା ଆସେ, ପାଳଙ୍ଗକୁ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ। ଏହା…