ଜାତୀୟ ଖବର ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ ଭୁବନେଶ୍ବର, ପୂର୍ବତଟ ରେଳପଥ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଭାରତୀୟ ରେଳ, ବିଶେଷ…