ଆଜିର ଖବର ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍ଫେଡ୍ ପକ୍ଷରୁ ଆରମ୍ଭ ହେଲା ସବୁଜ ସପ୍ତାହ ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍ଫେଡ୍ ପକ୍ଷରୁ ଆରମ୍ଭ ହୋଇଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ…