ଆଜିର ଖବର ‘ଚୀନ୍ରୁ ଆସୁଥିବା ବିମାନ ବନ୍ଦ ହେବା ହେଉ:’ ସଂସଦରେ ଆଲୋଚନା କରିବାକୁ ଦାବି କଲେ ରାଘବ ଚଡ୍ଡା ନୂଆଦିଲ୍ଲୀ: ଚାଇନାରେ କରୋନାର ନୂଆ ତରଙ୍ଗ ଭାରତ ପାଇଁ ଚିନ୍ତା ବଢାଇଛି। ଓମିକ୍ରନର ସବ୍-ଭାରିଏଣ୍ଟ ବିଷୟରେ କେନ୍ଦ୍ର ସରକାର ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ଚୀନ୍ରେ…