ଆଜିର ଖବର ଓଡିଶା ପୋଲିସର ୪୪୭ଟି ପଦବୀ ପାଇଁ ୧ ଲକ୍ଷ ୩୨ ହଜାର ଆବେଦନକାରୀ, ୨୬ ଜଣ କିନ୍ନର କଟକ, ଓଡିଶା ପୋଲିସର ବାହାରିଥିବା ୪୪୭ଟି ସବ ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ଦିନ।…